ରାଜ୍ୟର କରୋନା Update । Featuredଅପରାଧଓଡ଼ିଶା By Ama Bharat Last updated Apr 11, 2020 0 Share ଭୁବନେଶ୍ୱର, ୧୧ା୪( ଆମ ଭାରତ ) ଓଡ଼ିଶାରେ ପଜିଟିଭ୍ କେସ୍ ୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୨୯୮ଟି ନମୁନା ପରୀକ୍ଷା କରାଯାଇଥିଲା ।ରାଜ୍ୟରେ ଏହି ଦୁଇଜଣଙ୍କୁ ମିଶାଇ ୩୭ଜଣ ଆକ୍ଟିଭ୍ କେସ୍ ରହିଛି । ୧୨ଜଣ ସୁସ୍ଥ ହେବା ସାଙ୍ଗକୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର ଅଛନ୍ତି । ସେହିପରି ଜଣେ କଟକ, ଯାଜପୁର ଓ ପୁରୀର ଆକ୍ରାନ୍ତ ଥିବା କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । 0 Share