Odisha Latest Breaking News & Current Headlines

ରାଜ୍ୟରେ କରୋନା ରୋଗୀ ୪୪ କୁ ବୃଦ୍ଧି ।

0

ଭୁବନେଶ୍ୱର, ୯ା୪( ଆମ ଭାରତ ): ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଢ଼େଙ୍କାନାଳର ଜଣେ ୫୧ବର୍ଷିୟ ମହିଳା ଓ ଭୁବନେଶ୍ୱର ସ୍ଥିତ ମେଦିନପୁରର ୬୯ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ।

Leave A Reply

Your email address will not be published.