Odisha Latest Breaking News & Current Headlines

BMC ଦ୍ଵାରା ଚିହ୍ନଟ ହୋଇଥିବା ୧୨୧ଟି ମେଡିସିନ ଷ୍ଟୋର ।

0

ଭୁବନେଶ୍ୱର ( ଆମ ଭାରତ ) ୯/୪ : ଆଜିଠୁ ଭୁବନେଶ୍ବରରେ ଅନ୍‌ଲାଇନ୍‌ରେ ମିଳିବ ଔଷଧ, ଭୁବନେଶ୍ବରରେ ୧୨୧ଟି ମେଡିସିନ ଷ୍ଟୋର ଚିହ୍ନଟ କରିଛି BMC, କଲ୍‌ କରି କିମ୍ବା ହ୍ବାଟ୍‌ସ ଆପ୍‌ ମାଧ୍ୟମରେ ମଗାଇହେବ ଔଷଧ, ୨୪ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଔଷଧ ।

Leave A Reply

Your email address will not be published.