Odisha Latest Breaking News & Current Headlines

କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ଦିନ ସିଲ୍ ।

0

ଭୁବନେଶ୍ୱର, ୭ା୪( ଆମ ଭାରତ ): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ମିଳିଛି । ସେହି ଅଫିସକୁ ୧୪ଦିନ ପାଇଁ ସିଲ୍ କରାଯାଇଛି । ଏହାସହ ସେଠାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ଏହାସହ ସେମାନଙ୍କର ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପ୍ରକାଶଯୋଗ୍ୟ ଯେ ସେହି ଅଫିସର ଜଣେ କର୍ମଚାରୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ସିଲ୍ କରାଯାଇଛି , ଏହା BMC କମିଶନରଙ୍କ  ସୂଚନା ମିଳିଛି ।

Leave A Reply

Your email address will not be published.