ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ କୁ ବୃଦ୍ଧି । ଅପରାଧଓଡ଼ିଶାଜୀବନଚର୍ଯ୍ୟା By Ama Bharat Last updated Apr 6, 2020 0 Share ଭୁବନେଶ୍ୱର ( ଆମ ଭାରତ ) ୬/୪ : କେନ୍ଦ୍ରାପଡା ରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ।୩୨ ବର୍ଷୀୟ ସଂକ୍ରମିତ ଯୁବକ ଜଣକ ଦୁବାଇରୁ ମାର୍ଚ୍ଚ ୨୪ ତାରିଖରେ ଫେରିଥିଲେ। 0 Share