Odisha Latest Breaking News & Current Headlines

Srimandira information.

0

Puri ( Amabharat ) 17/10 :

Today’s Hundi collection
Rs.2,32,450/-
Gold 270mg.(Gross)

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ ର ଅଂଶବିଶେଷ ପ୍ରବଚନ କାର୍ଯ୍ୟକ୍ରମ ପ୍ରତି ମାସ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ସିଂହଦ୍ୱାର ସମ୍ମୁଖ ଭାଗରେ ଅନ୍ୟ ସଂସ୍ଥାର ପ୍ରବଚନ ହେଉଥିବାରୁ ଆସନ୍ତା 26 ତାରିଖ ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.