IAS ସ୍ତରରେ ବଡ ଧରଣର ଅଦଳବଦଳ।

ଆମଭାରତ ( ଭୁବନେଶ୍ଵର  ) ୩ ।୮: ଆଇଏଏସ୍(IAS) ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର କରିବା ସହ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ଏନ୍ .ତିରୁମାଲା ନାୟକଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ, ଡକ୍ଟର ପୋମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ, ସିନେ୍ଧ ଦତ୍ତାତ୍ରେୟ ଭାଉସାହେବଙ୍କୁ ଗଞ୍ଜାମ ଉପଜିଲ୍ଲାପାଳ, ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ୱ ଭାର ବଣ୍ଟାଯାଇଛି ।

Leave a Reply

Your email address will not be published. Required fields are marked *