-
ଆମଭାରତ ( ଭୁବନେଶ୍ୱର ) ୧୮/୭ :
1 ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି।
2 ମାଲକାନଗିରି ଜିଲା ରାଲେଗଡ଼ା ପଞ୍ଚାୟତ ଅନ୍ତର୍ଗତ ବିରବରଂ ଗାଁରେ ମାଓବାଦୀ ମାନେ ପୋଲିସ ଇନ୍ଫରମର ସନ୍ଦେହରେ ୨ଜଣଙ୍କୁ ହତ୍ୟା ।
3 ଭାରତରୁ ଖସି ପଳାଇଯାଉଥିବାବେଳେ ଗିରଫ ହେଲା ଡନ ଦାଉଦର ପୁତୁରା ।
4 ଋଷିଆରୁ ପ୍ରାୟ ୫୦ ହଜାର କାଲାସନିକୋଭ ରାଇଫଲ ଖରିଦ କରିବା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି ମସ୍କୋ ।
5 କୁଲଭୂଷଣଙ୍କୁ ପାକିସ୍ତାନ ତୁରନ୍ତ ମୁକ୍ତ କରିବା ପାଇଁ ଦାବୀ କଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।
6 ସନ୍ଧ୍ୟା ୫ଟା ସୁଦ୍ଧା ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୨୪ ଘଣ୍ଟାରେ ଭିତରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
7 କେନ୍ଦ୍ର ସରକାର ଗରିବ ରଥ ଟ୍ରେନକୁ ମେଲ ଟ୍ରେନରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି।
8 ଆସନ୍ତାବର୍ଷ ମାର୍କେଟକୁ ଆସିବ ୱାଗନର ର ଇଲେକ୍ଟ୍ରିକ ଭର୍ସନ !
9 ରାଜଧାନୀବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଗଲାଣି ଜନପଥ ଏବେ ଯେମିତି ଯନ୍ତ୍ରଣା ପଥ ହୋଇଯାଇଛି।
10 ୫ଥର ଅସଫଳ ହେବା ପରେ ଆଇଏଏସ ପାଇଲେ ବିଏସଏଫ ଅଧିକାରୀ ।
Prev Post
Next Post