Odisha Latest Breaking News & Current Headlines

ପାଟକୁରା ରେ ବିଜୟଙ୍କ ସହ ସାବିତ୍ରୀଙ୍କ ମୁକାଵିଲା ।

0

ଆମଭାରତ  ( ଭୁବନେଶ୍ଵର ) ୨୯ / ୪ :

ପାଟକୁରା ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ପରଲୋକଗତ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି ଦଳ।

  • ଏନେଇ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଟକୁରାରେ ପୂର୍ବରୁ ବିଜେଡି ପ୍ରାର୍ଥୀ କରିଥିବା ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ଦେହାନ୍ତ ପରେ ମେ ୧୯କୁ ନିର୍ବାଚନ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ ୧।
Leave A Reply

Your email address will not be published.