Odisha Latest Breaking News & Current Headlines

ରାଜ୍ୟର କୋ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଛି ?

0

ଆମଭାରତ ( ଭୁବନେଶ୍ୱର ) ୧୩/୪ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି | ଆଜି ରାଜ୍ୟର ବିଭିର୍ନ ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା |

 

1ତାଳଚେରରେ ସର୍ବାଧିକ ୪୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ

2.ଟିଟିଲାଗଡ଼ରେ ୪୩ ଡିଗ୍ରୀ,

3.ଭବାନୀପାଟଣାରେ ୪୨.୫ ଡିଗ୍ରୀ,

4.ଅନୁଗୁଳରେ ୪୨.୭ ଡିଗ୍ରୀ,

5.ବଲାଙ୍ଗୀରରେ ୪୨ ଡିଗ୍ରୀ,

6.ସୋନପୁରରେ ୪୦.୮ ଡିଗ୍ରୀ,

7.କଟକ ୩୮.୬ ଡିଗ୍ରୀ ରହିଥିଲା |

8.ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୫ ଡିଗ୍ରୀ ରହିଥିଲା |

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |ସେହିପରି ଆଗାମୀ ୨ ଦିନ ଭିତରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ପ୍ରଚଣ୍ଡ ରୋୖଦ୍ରତାପକୁ ଆଖି ଆଗରେ ରଖି ସରକାର ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଦିନ ୧୧ଟା ପରେ ନିର୍ମାଣ ଶ୍ରମିକମାନେ କାମ କରିବା ଉପରେ କଟକଣା ଜାରି କରିଛନ୍ତି |

Leave A Reply

Your email address will not be published.