ଆମଭାରତ ( ଭୁବନେଶ୍ବର ) : ବିଜୟ ନାୟକଙ୍କୁ ବିଜେଡି ଦଳର ସାଧାରଣ ସମ୍ପାଦକ ଭାବେ ଆଜି ନିଯୁକ୍ତି ମିଳିଛି। ବିଜେପୁର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ନାୟକ ଏବେ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଦଳର ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛନ୍ତି। ସେ ବରୀ ବିଧାନସଭା ଆସନରୁ ଦଳୀୟ ଟିକେଟ ଆଶାୟୀ ଥିଲେ। ସେ ଢେଙ୍କାନାଳ ର ସହ-ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିଲେ।