ଆମଭାରତ ୩/୪:
ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
- ସମ୍ବଲପୁର- ଶରତ ପଟ୍ଟନାୟକ
ବିଧାନସଭା ଆସନ ପାଇଁ କଂଗ୍ରେସର ଟିକଟ ଘୋଷଣା
- ସମ୍ବଲପୁର- ଅଶ୍ୱିନୀ ପୂଜାହାରୀ
- ଘସିପୁର- ନିରଞ୍ଜନ ପଟ୍ଟନାୟକ
- କଟକ ଚୌଦ୍ୱାର- ଜଗଦିଶ ମହାନ୍ତି
- କଟକ ସଦର- ଅଭିଷେକ ମହାନନ୍ଦ
- ଜୟଦେବ- ସୁକାନ୍ତ ତିଆଡ଼ି ଭୋଇ
- ଭୁବନେଶ୍ୱର ମଧ୍ୟ- ରାଜୀବ ପଟ୍ଟନାୟକ
- ଭୁବନେଶ୍ୱର ଉତ୍ତର- ଈତିଷ ପ୍ରଧାନ
- ବେଗୁନିଆ- ପ୍ରଦୀପ ସାହୁ
- ଚିଲିକା- ପ୍ରଦୀପ ସ୍ୱାଇଁ