Odisha Latest Breaking News & Current Headlines

ବ୍ୟାଙ୍କ ୩ ଦିନ ପାଇଁ ବନ୍ଦ ରହିବ ।

0

 

ଆମଭାରତ  ( ଭୁବନେଶ୍ଵର )  ୧୮/୩ : ସମ୍ବନ୍ଧୀୟ କୌଣସି ଜରୁରୀ କାମ ଅଛି ଯଦି ଶୀଘ୍ର ସାରି ଦିଅନ୍ତୁ | ଅର୍ଥାତ ମଙ୍ଗଳବାର ଦିନ ସବୁ କାମ ସାରି ଦିଅନ୍ତୁ | କାରଣ ବ୍ୟାଙ୍କ ୩ ଦିନ ପାଇଁ ବନ୍ଦ ରହିବ | ସାଧାରଣ ଜନତା ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏଟିଏମରେ ଟଙ୍କା ରଖିଦିଆଯିବ।

ବ୍ୟାଙ୍କ ପ୍ରବନ୍ଧକ ଆନନ୍ଦ ଗର୍ଗ ସୂଚନା ଦେଇଛନ୍ତି ଯେ, ଆସନ୍ତା ୨୨ ତାରିଖ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ |  ପୁଣି ମାର୍ଚ୍ଚ ୨୩ ତାରିଖ ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ | ଏହାପରେ ରବିବାର ମଧ୍ୟ ବ୍ୟାଙ୍କ ଛୁଟି | ତେବେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖି ଯାଇଛି | ଯେଉଁଥିପାଇଁ ଲୋକେ ହଇରାଣ ହେବେନାହିଁ l

 

Leave A Reply

Your email address will not be published.