ଆମଭାରତ { ଭୁବନେଶ୍ୱର } 18/3 : ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତିl
ଲୋକସଭା ପ୍ରାର୍ଥୀ ତାଲିକା
କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ
କୋରାପୁଟ- କୌଶଲ୍ୟା ହିକକ୍କା
ନବରଙ୍ଗପୁର- ରମେଶ ମାଝି
ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ
ଆସ୍କା- ପ୍ରମିଳା ବିଶୋଇ
ସୁନ୍ଦରଗଡ଼- ସୁନୀତା ବିଶ୍ବାଳ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ
ବଲାଙ୍ଗୀର –କଳିକେଶ ସିଂହଦେଓ
ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ତାଲିକା
ବ୍ରହ୍ମପୁର-ବିକ୍ରମ କୁମାର ପଣ୍ଡା
ଛତ୍ରପୁର-ସୁଭାସ ଚନ୍ଦ୍ର ବେହେରା
ଆସ୍କା-ମଞ୍ଜୁଳା ସ୍ୱାଇଁ
ସୋରଡ଼ା-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ହିଞ୍ଜିଳିକାଟୁ-ନବୀନ ପଟ୍ଟନାୟକ
କଣ୍ଟାମାଳ- ମହୀଧର ରଣା
ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ
ବିଜେପୁର- ନବୀନ ପଟ୍ଟନାୟକ
ଦଶପଲା-ରମେଶ ବେହେରା
ବିଷମକଟକ-ଜଗନ୍ନାଥ ସରାକା
ରାୟଗଡ଼ା-ଲାଲବିହାରୀ ହିମିରିକା
ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ
ଖରିଆର-ଲମ୍ବୋଧର ନିହାଲ
ଜି.ଉଦୟଗିରି-ସାଲୁଆ ପ୍ରଧାନ
ଖଲିକୋଟ-କେ କେ ସୂର୍ଯ୍ୟମଣୀ
ଜୟପୁର-ରବିନାରାୟଣ ନନ୍ଦ
ଭବାନୀପାଟଣା-ଦୁଷ୍ମନ୍ତ ନାୟକ
ନର୍ଲା-ଭୂପିନ୍ଦର ସିଂ
ସାନଖେମୁଣ୍ଡି-ନନ୍ଦିନୀ ଦେବୀ
ପୋଲସରା-ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର-ଲତିକା ପ୍ରଧାନ
ପଦ୍ମପୁର-ବିଜୟ ରଞ୍ଜନ ସିଂ ବରିହା
ଝାରସୁଗୁଡ଼ା- ନବକଶୋର ଦାସ
ରାଉରକେଲା-ସାରଦା ନାୟକ
ରଘୁନାଥପାଲି-ସୁବ୍ରତ ତରାଇ
ଭଟଲି-ସୁଶାନ୍ତ ସିଂ
ଅତାବିରା-ସ୍ନେହାଙ୍ଗିନୀ ଛୁରିଆ
ବିରମହାରାଜପୁର-ପଦ୍ମନାଭ ବେହେରା
ଟିଟିଲାଗଡ଼-ଟୁକିନି ସାହୁ
ପାଟନାଗଡ଼-ସରୋଜ ମେହେର
ସୋନପୁର-ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଜି-ଅଜୟ ଦାସ
ବୌଦ୍ଧ-ପ୍ରଦୀପ କୁମାର ଅମାତ
ବାଲିଗୁଡ଼ା-ଚକ୍ରଧର କହଁର
ଧର୍ମଗଡ଼-ମୌସୁଦୀ ବାଗ
କୋରାପୁଟ-ରଘୁରାମ୍ ପଡାମ୍
ଚିକିଟି-ଉଷା ଦେବୀ
ବଣାଇ- ରଞ୍ଜିତ କିଷାନ୍
ଟିଟିଲାଗଡ଼-ଟୁକୁନୀ ସାହୁ
ତଳସରା-ଷ୍ଟିଫେନ୍ ସୋରେନ୍
ରାଜଗାଙ୍ଗପୁର-ମଙ୍ଗଳା କିଷାନ୍
ସୁନ୍ଦରଗଡ଼-ଯୋଗେଶ ସିଂ
ଚିତ୍ରକୋଣ୍ଡା-ପୂର୍ଣ୍ଣଚନ୍ଦ୍ର ସାକାୟ
କୋଟପାଡ୍- ପଦ୍ମିନୀ ଦିଆନ୍
ଡାବୁଗାଁ-ମନୋହର ରନ୍ଧାରୀ
ଉମରକୋଟ୍-ସୁବାସ ଗଣ୍ଡ
ନବରଙ୍ଗପୁର-ସଦାଶିବ ପ୍ରଧାନୀ
ଲକ୍ଷ୍ମୀପୁର-ପ୍ରଭୁ ଜାନୀ
ଗୁଣୁପୁର-ରଘୁରାମ୍ ଗମାଙ୍ଗ
ମୋହନା-ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡୀ-କଲ୍ୟାଣୀ ଗଜପତି
ଗୋପାଳପୁର-ପ୍ରଦୀପ କୁମାର ପାଣିଗ୍ରାହୀ
ଦିଗପହଣ୍ଡି-ସୂର୍ଯ୍ୟନାରାୟଣ ପାତ୍ର