Odisha Latest Breaking News & Current Headlines

ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

0

ଆମଭାରତ: ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂରେ ଭକ୍ତଙ୍କ ତଣ୍ଟିକାଟିଲେ ପ୍ରମୋଦ ଜେନା
ଗୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ଦାଦାବଟି ମାଗିବା ସହ ମନିପର୍ସ ଲୁଟି ନେଇଥିବା ଅଭିଯୋଗରେ ଟାଉନ ଥାନାରେ ମାମଲା ରୁଜୁ, ପୋଲିସର ତଦନ୍ତ ଜାରି

Leave A Reply

Your email address will not be published.