ବଡଦିନ ରେ ଗୁଳି ଫୁଟିଲା ବଡ଼ଦାଣ୍ଡରେ ବଡ ଖବର By Ama Bharat Last updated Dec 25, 2018 0 Share ପୁରୀ ଗୁଣ୍ଡିଚାମନ୍ଦିର ଆଗରେ ଗୁଳିମାଡ଼, ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବେହେରା ଆହତ, ଗୁରୁତର ସଞ୍ଜୟ ଓରଫ ପାରା AIIMSକୁ ସ୍ଥାନାନ୍ତରିତ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ କରି ୩ ଦୁର୍ବୃତ୍ତ ଫେରାର ଘଟଣାସ୍ଥଳରୁ ୨ଟି ଖୋକା ଜବତ କଲା ପୋଲିସ 0 Share