Odisha Latest Breaking News & Current Headlines

ଭୁବନେଶ୍ୱର ରେ ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ଧରି ଶୋଭଯାତ୍ରା କରି ନୀରବ ପ୍ରାର୍ଥନା କରାଯାଇଥିଲା।

0

ଆମଭାରତ( ଭୁବନେଶ୍ୱର ) : ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର Unit 1 market ର ସମସ୍ତ ବେପାରି ଭାଇ ମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଏ ବର୍ବର କାଣ୍ଡକୁ କଡ଼ା ନିନ୍ଦା କରାଯିବା ସହ ସହିଦ୍‌ ଯବାନଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଦୁଇ ଓଡ଼ିଆ ଏବଂ ସମସ୍ତ ଯବାନଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.