Odisha Latest Breaking News & Current Headlines

ସମ୍ବଲପୁରୀ ଆଲବମ ରସିଆ ଟୋକା

0

ରସିଆ ଟୋକା ସମ୍ବଲପୁରୀ ଆଲବମ ଗୀତ ମୁକ୍ତିଲାଭ କରିଛି। ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଡ୍ଯାନ୍ସ ଦେଖିବାକୁ ମିଳିଛି।

ସୁରମୟୀଙ୍କ ତାଙ୍କ ସାଥୀଙ୍କ ସହ ଯିବ ବାଟରେ ଗାଡିଟି ଖରାପ ହୋଇଯାଇଛି। ଏହି ସମୟରେ ରାଜେଶ ବାଇକରେ ଆସି ପହଞ୍ଚିଛନ୍ତି। ସୁରମୟୀଙ୍କ ଗୀଡିଟିକୁ ରାଜେଶ ସଜାଡିବା ବେଳେ ଏହି ଡ୍ଯାନ୍ସଟି ଦେଖିବାକୁ ମିଳୁଛି।

ଏହି ରସିଆ ଟୋକା ସଙ୍ଗୀତର ଭାର ପ୍ରେମାନନ୍ଦ ସମ୍ଭାଳିଥିବା ବେଳେ। ମଣ୍ଟୁ ଛୁରିଆ ଓ ଅଶୀମା ପଣ୍ଡା ସଙ୍ଗୀତଟିକୁ ବୋଲିଛନ୍ତି। ଏହି ସଙ୍ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ଜବରଦସ୍ତ ଡ୍ଯନ୍ସ ଦେଖିବାକୁ ମିଳୁଛି । ଉକ୍ତ ଗୀତଟିକୁ କୋରିଅଗ୍ରାଫି ଓ ନିର୍ଦ୍ଦେଶନା ଦେଇଛନ୍ତି ଗୀରିସ ମହାନ୍ତି।

ଏହି ସଙ୍ଗୀତଟି ଜିଓ ସାଭନ, ଆମାଜୋନ ପ୍ରାଇମ ମ୍ଯୁଜିକ , ୟୁଟୁବ –ମ୍ଯୁଜିକ, ହଙ୍ଗମା, ଟ୍ଯୁନ ସ୍ପଟିଫାୟରେ ଉପଲବ୍ଧ ଅଛି। ଦର୍ଶକମାନେ ଏହି ଗୀତଟିକୁ ଖୁବ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.