Odisha Latest Breaking News & Current Headlines

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଆସିଲା ଡିଏନଏ ରିପୋର୍ଟ ।

0

ଭୁବନେଶ୍ୱର ( ଆମ ଭାରତ ) ୨୯/୧୦ : ଭୁବନେଶ୍ୱର ରାଜ ଭବନ ସନ୍ନିକଟ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଁଚିଲା।ସେଦିନ ବିସ୍ପୋରଣ ପରେ ଜଣେ ଗୁରୁତର ଆହତଙ୍କ ଚିକିର୍ଚ୍ଛାଧୀନ ଅବସ୍ଥାରେ କଟକ ଏସ ସି ବି ମେଡିକାଲ ରେ ମୃତ୍ୟୁ ଘଟିଥିବା ବେଳେ ,ପମ୍ପ ର ସୀମାଞ୍ଚଳ ପରିଡା ନାମକ ଜୈନକ କର୍ମଚାରୀ ନିଖୋଜ ଥିଲେ।ପରେ ବିସ୍ପୋରଣ ସ୍ଥାନରେ ପଡିଥିବା ମଣିଷ ଶରୀରର ଭିଭିନ୍ନ ଅଂଶ କୁ ସଂଗ୍ରହ କରାଯାଇ DNA ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠା ଯାଇଥିଲା।ଆଜି ତାହାର ରିପୋର୍ଟ ରୁ ସୀମାଞ୍ଚଳ ପରିଡା ମୃତ ବୋଲି ପୋଲିସ କମିଶନର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।ଏହି ରିପୋର୍ଟ ସମ୍ପର୍କରେ ମଧ୍ୟ ତାଙ୍କ ପରିବାର ଓ ସମ୍ପୃକ୍ତ କମ୍ପାନୀ କୁ ଜଣାଇ ଦିଆଯାଇଛି ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.