Odisha Latest Breaking News & Current Headlines

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା ପଜିଟିଭ ।

0

ନୂଆଦିଲ୍ଲୀ ( ଆମ ଭାରତ ) ୨ ।୮: ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନମୁନା ପରୀକ୍ଷଣ ପରେ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅମିତ ଶହା କହିଛନ୍ତିି ଯେ, ‘ ସାମାନ୍ୟ ଲକ୍ଷଣ ଦେଖାଯିବାରୁ ଟେଷ୍ଟ କରାଇଥିଲି । ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକାଲରେ ଭର୍ତ୍ତି ହୋଇଛି ।’
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା  ପଜିଟିଭ ଚିହ୍ନଟ ।
ନିଜେ ଟୁଇଟ୍ କରି ସୂଚନା ଦେଲେ ଶାହା ।

Leave A Reply

Your email address will not be published.