Odisha Latest Breaking News & Current Headlines

ଓଡ଼ିଶାରେ ପୁଞ୍ଜିନିବେଶକୁ ନେଇ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ।

0

ଭୁବନେଶ୍ୱର,୧୩ ।୬( ଆମ ଭାରତ ): ଓଡିଶାରେ ପୁଞ୍ଜିନିବେଶକୁ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସଂ ଜରିଆରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କାର ମିତ୍ତଲ ପୁଞ୍ଜି ବିନିଯୋଗ କରିବ । ଏହା ସହ ଓଡିଶାର ଦୁଇଟି ଖଣି ଆର୍ସେଲର ମିତ୍ତଲ ପାଇଛି । ଶାହା ସାହି ଓ ଠାକୁରାଣୀ ଖଣିର ଲିଜ୍ ଆର୍ସେଲର ମିତ୍ତଲକୁ ମିଳିଛି । ଏଥିସହ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଗତ ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ପ୍ରକଳ୍ପ  ଏସିଆର ଅଧିଗ୍ରହଣ କରିଛନ୍ତି ।

Leave A Reply

Your email address will not be published.