Odisha Latest Breaking News & Current Headlines

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।

0

ଭୁବନେଶ୍ୱର,୧୫।୫( ଆମ ଭାରତ ): ଦେଶ ଓ ରାଜ୍ୟ ମିଳିତ ଭାବେ କରୋନା ଭଳି ମହାମରି ସହ ଲଢେ଼ଇ ଜାରି ରଖିଛନ୍ତି। ଏହାରି ମଧ୍ୟରେ ଆଜି କରୋନା  ଯୋଦ୍ଧା ଭାବେ ସାମିଲ ହୋଇଛନ୍ତି ସରପଞ୍ଚ ।

କରୋନା ଯୋଦ୍ଧା ଭାବେ ଏଣିକି ସରପଞ୍ଚମାନେ ବି ପାଇବେ ସହାୟତା। ସରପଞ୍ଚଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ  ଘୋଷଣା  କରିଛନ୍ତି। କରୋନାରେ ମୃତ୍ୟୁ ହେଲେ ସରପଞ୍ଚଙ୍କ ପରିବାରକୁ ମିଳିବ ୫୦ ଲକ୍ଷର ସହାୟତା। ପୂର୍ବରୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏହି ସହାୟତା ଘୋଷଣା ହୋଇଥିଲା।

Leave A Reply

Your email address will not be published.