ଭୁବନେଶ୍ୱର, ୭ା୪( ଆମ ଭାରତ ): ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୭୨ବର୍ଷ ବୋଲି ଜଣାପଡ଼ିଛି । ଚଳିତମାସ ୪ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ କୋଭିଡ଼-୧୯ସହ ଅନେକ ରୋଗରେ ଆକ୍ରାନ୍ତ ଥିଲେ । ଗତ କାଲି ମୃତ୍ୟୁ ବରଣ କରିଥିବା ସୂଚନା।ଏମ୍ସ ହସ୍ପିଟାଲରେ ଚିକିତ୍ସା ଧୀନ ଥିଲେ।