Odisha Latest Breaking News & Current Headlines

ଘୋଷଣା ହେଲା ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ l

0

ଭୁବନେଶ୍ୱର, ୭ା୩( ଆମ ଭାରତ ):  ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପ୍ରାର୍ଥୀ ଭାବେ

ସୁବାସ ସିଂହ

ମୁନ୍ନା ଖାଁ

ସୁଜିତ କୁମାର

ମମତା ମହନ୍ତ

ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.