Odisha Latest Breaking News & Current Headlines

ଗ୍ୟାଙ୍ଗଷ୍ଟାର ରାଜା ଜେଲ ଗଲେ ।

0

ଭୁବନେଶ୍ୱର ( ଆମ ଭାରତ ) ୧୪/୧୧ : କଟକର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଜେଲ ଯାଇଛନ୍ତି । ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଗତକାଲି ରାଜାକୁ ଗିରଫ କରିଥିଲା କଟକ ମାଲଗୋଦାମ ଥାନା ପୋଲିସ । ୨୦୦୪ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ସେ ଗିରଫ ହୋଇଛନ୍ତି । କୁଡ଼ୋ କୋଚ୍ ବିରଞ୍ଚି ହତ୍ୟା ମାମଲାରେ ପୂର୍ବରୁ ସେ ଜେଲ ଯାଇ ଜାମିନରେ ମୁକୁଳିଥିଲେ । ଗତକାଲି କୋର୍ଟଙ୍କ ୱାରେଣ୍ଟ ବଳରେ ପୋଲିସ ତାଙ୍କୁ ଗିରଫ କରିଥିଲା ।  ଗ୍ୟାଙ୍ଗଷ୍ଟାର ରାଜା ଜେଲ ଗଲେ ।

Leave A Reply

Your email address will not be published.