ଭାରତରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ ।

ଭାରତ ସହ ଗତକାଲି କୁଟନୈତିକ ସମ୍ପର୍କ କାଟିଥିଲା ପାକିସ୍ତାନ । ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ବନ୍ଦ କରିଥିଲା ପାକିସ୍ତାନ । ପାକିସ୍ତାନରେ ଭାରତୀୟ ଦୂତବାସ ମଧ୍ୟ ବନ୍ଦ ହୋଇଥିଲା । ପାକିସ୍ତାନରୁ ଭାରତୀୟ ହାଇ କମିଶନ ଫେରିବେ । ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ପାସ୍ ପରେ ପାକିସ୍ତାନ ଏହିପରି ନିଷ୍ପତ୍ତି ନେଇଥିଲା ।

Leave a Reply

Your email address will not be published. Required fields are marked *