ଆମଭାରତ ( ଭୁବନେଶ୍ୱର ) 19 /7 :
1- ପାଟକୁରା ନିର୍ବାଚନ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି l
2- ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ l
3-ବିଜେପି ସଦସ୍ୟତା ଅଭିଯାନ ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍ କରିବାକୁ ଲକ୍ଷ୍ୟ l
4-ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ରେ ଭାରତ ଚାମ୍ପିଅନ୍ ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା l
5-ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍ ଗିରଫ l
6 -ଆଇସିସିର ‘ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର l
7- କର୍ଣ୍ଣାଟକା ରାଜନୀତି ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ l
8- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ l
9- ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ଯୋଗୀ ସରକାରଙ୍କ ଗୁମର ଖୋଲି ଦେଇଛି।
10 – ସୋନ୍ଭଦ୍ରା ଗୁଳିକାଣ୍ଡରେ ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲେ ଉତ୍ତରପ୍ରଦେଶ ପୋଲିସ୍ ! ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ ।
11- ଏଣିକି ବିଲ ନମିଳିରେ ଷ୍ଟେସନ ଏବଂ ଟ୍ରେନରେ ମାଗଣାରେ ମିଳିବ ଖାଦ୍ୟ ସାମଗ୍ରୀ । ରେଳ ମନ୍ତ୍ରଳାୟ ଯାତ୍ରୀଙ୍କ ସୁରକ୍ଷା ପାଇଁ ‘ନୋ ବିଲ ନୋ ପେମେଂଟ’ ନିୟମ ଲାଗୁ କରିଛନ୍ତି ।
12- ପାଟକୁରାରେ ପଡିବ ଭୋଟ୍ ଇଭିଏମ ସହ ବୁଥ ଅଭିମୁଖେ ପୁଲିଂ ପାର୍ଟି, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ଭୋଟର l
13- ୧୦୦ରୁ ଅଧିକ ଏନକାଉଣ୍ଟରର ରେକର୍ଡ଼, ପୋଲିସ ଚାକିରି ଛାଡ଼ି ରାଜନୀତିରେ ଭାଗ୍ୟପରୀକ୍ଷା କରିବେ ପ୍ରଦୀପ ଶର୍ମା l
14- ଦିନ ଦ୍ବିପ୍ରହରରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କଠୁ ୬ ଲକ୍ଷ ୫୦ ହଜାର ଲୁଟିନେଲେ ଦୁଇଦୁର୍ବୁତ୍ତ l
15- ଦିଲ୍ଲୀ ସ୍ଥିତ ରେୱାଡି ଛକରେ ଥିବା ଏହି ସ୍ପା ସେଣ୍ଟରରେ ଚଢଉ, ୬ ଯୁବତୀ ସମେତ ୮ ଗ୍ରାହକ ଗିରଫ l
16- ଅନୁଗୁଳରେ ଶିଶୁକନ୍ୟା ଶବରୁ ଆଖି ଖୋଳି ନେଲେ ଦୁର୍ବୃତ୍ତ l
17 – କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ? କେନ୍ଦ୍ରୀୟ ଡେପୁଟେସନରେ ଗଲେ ରାଜେଶ ବର୍ମା ।
18 – ବିଧାନସଭାରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ, ୫ଜିଲ୍ଲାକୁ ମରୁଡି ପ୍ରବଣ ଜିଲ୍ଳା ଘୋଷଣା କରିବାକୁ ଦାବି l
19- ବିଧାନସଭାରେ ହରିବୋଲ ପକାଇଲେ, ପାଲା ଗୀତ ଗାଇବା ସହ ସରକାରଙ୍କୁ ଟାର୍ଗେଟ କଲେ ।ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପିସି କାରବାରକୁ ନେଇ ଗୃହ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଷ୍ଣୁ ।
20- ବିଜୁଳୀ ଚୋରୀ କଲେ ଅନ୍ଧାରରେ ରହିବେ ! ମୋଦି ସରକାର ଆଣୁଛନ୍ତି ନୂଆ ସ୍କିମ୍ , ଏବେ ସଚ୍ଚୋଟରେ ବ୍ୟବହାରକଲେ ପାଇବେ ୨୪ ଘଣ୍ଟିଆ ବିଜୁଳୀ , ନହେଲେ ଦେଖିବେ ଅନ୍ଧାର l