Odisha Latest Breaking News & Current Headlines

ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂହ ।

0
ଆମଭାରତ( ଭୁବନେଶ୍ୱର ) ୨୭/୬ : 
ବିଧାନସଭା ଉପବାଚସ୍ପତି ହେଲେ ବିଜେଡ଼ିର ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ତେବେ ବିଜେଡିର ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ଭାବେ ଘୋଷଣା କଲେ ବାଚସ୍ପତି । ଆଉ କେହି ପ୍ରାର୍ଥି ନଥିବାରୁ ରଜନୀକାନ୍ତଙ୍କ ନାଁ ଘୋଷଣା କଲେ ବାଚସ୍ପତି ।  ରଜନୀକାନ୍ତଙ୍କ ନା ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ କରାଯାଇଛି । ରଜନୀକାନ୍ତଙ୍କ ପାଇଁ ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ ।
Leave A Reply

Your email address will not be published.