Odisha Latest Breaking News & Current Headlines

ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ କଣ ନିଷ୍ପତି ପଢନ୍ତୁ ?

0

 

ଆମଭାରତ ( ଭୁବନେଶ୍ୱର ) ୨୦/୬ : ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର ।

ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ ସରକାର । ତେବେ ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ  ରାଜ୍ୟ ସରକାର ନିଜ ନିଷ୍ପତିକୁ ବଦଳାଇଛନ୍ତି ।ଜୁନ ୨୫ ପରିବର୍ତ୍ତେ ଆସନ୍ତା କାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲାଯାଉଥିବା ସ୍ପଷ୍ଟ କରିଛନ୍ତି ସରକାର ।

Leave A Reply

Your email address will not be published.