ମହାରଥୀଙ୍କ ଇସ୍ତଫା ପରେ ୨ ବିଭାଗର ୨ ମନ୍ତ୍ରୀ ନିଯୁକ୍ତି ବଡ ଖବର By Ama Bharat Last updated Jan 6, 2019 0 Share ଆମ ଭାରତ ( ବ୍ୟୁର ) ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ୨ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଲେ ୧:ଶିଶିଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ୍ୟ ପଶୁପାଳନ ୨: ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 0 Share