ଆମ ଭାରତ (ଵ୍ୟୁର୍) ଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ଙ୍କ ନାବଳକ ପୁଅର ସନ୍ଦେହଜନକ ଅବଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ଙ୍କ ନାବଳକ ପୁଅର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ।
ସଞ୍ଜୀବଙ୍କ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ।
ସଞ୍ଜୀବଙ୍କ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ପେସାଲ୍ ସ୍କ୍ଵାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷିୟ ପୁଅ ଜୟଦେବ ବିହାର ଅଞ୍ଚଳରେ ଥିବା ସରକାରୀ ବାସଭବନରେ ଗୋଟିଏ ଜିନ୍ସ୍ ପ୍ୟାଣ୍ଟ୍କୁ ଫ୍ୟାନ୍ ଓ ବେକରେ ବାନ୍ଧି ଝୁଲି ପଡ଼ିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ପିଲାଟି ରାତି ୧୨ଟା ପାଖାପାଖି ଅନ୍ଲାଇନ୍ରେ କୌଣସି ଗେମ୍ ଖେଳୁଥିଲା। ଗେମ୍ର ସମାଧାନ କରିପାରୁ ନାହିଁ ବୋଲି କହି ବାପାଙ୍କୁ ସହାୟତା କରିବାକୁ କହିଥିଲା। ଅଧଘଣ୍ଟାଏ ପରେ ବାପା ଆସି ଦେଖିଲା ବେଳକୁ ସେ ଫାଶୀ ଲଗାଇ ସାରିଥିଲା। ତୁରନ୍ତ ତାକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ।
Prev Post