- ଆମଭାରତ ( ପୁରୀ ) ୨/ ୫ : ଫୋନି ଆସିବା ଆଗରୁ ପତିତ ପାବନ ବାନା ଉଡ଼ି ଯିବାରୁ ।ଦୁଇଟି ବାନ ରୁ ତଳ ବାନା ଥିଲା ଉପର ବାନା ଉଡିଯାଇଥିଲା । ଏହାର ପ୍ରଭାବରେ ଅସାନ୍ତ ଲାଗିଛି ସମୁଦ୍ର । ପବନରେ ଶ୍ରୀମନ୍ଦିରର ନୀଳଚକ୍ର ବାନା ଉଡ଼ିଯାଇଛି । ଦୁର୍ବଳ ଭାବେ ବନ୍ଧା ହୋଇଥିବାରୁ ୫ହାତ ଲମ୍ବର ନୀଳଚକ୍ର ବାନା ଉଡ଼ିଯାଇଥିବା ସୂଚନା ମିଳିଛି । ତେବେ ପୁଣି ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାନା ଉଡ଼ିବାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। କିନ୍ତୁ ପ୍ରଭୁଙ୍କର ନିତି ଠିକ୍ ଭାବରେ ଚାଲିଛି ବୋଲି ପ୍ରଶାସନ ର ଖବର ।