Odisha Latest Breaking News & Current Headlines

ଭୁବନେଶ୍ୱରରେ ବିଜେପି ରାଲି ଉପରେ ଟେକା ପଥର ମାଡ଼ କଲା କିଏ ?

0

ଆମଭାରତ   (ଭୁବନେଶ୍ୱର) ୧୨/୪ : ଭାରତୀୟ ଜନତା ପାର୍ଟି ର  ନିର୍ବାଚନ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନ  ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି।

ଭୁବନେଶ୍ଵର(ମଧ୍ୟ)ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗ କରିଛନ୍ତି।ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡୁଛି ।

 

Leave A Reply

Your email address will not be published.