ଆମଭାରତ( ପୁରୀ ) ୫/୫ : ଆଜି ସକାଳ ପ୍ରାୟ ୩ ଘଟିକା ସମୟରେ ଏକ ଟଭେର। ରେ ଭୁବେଶ୍ୱରରୁ ପୁରୀ ଅଭିମୁଖେ ଫେରୁଥିବା ସମୟରେ ଟ୍ରକ କୁ ପଛପଟେ ଧକା ଦେଇ ନିଜର ଭ।ରସ।ମ୍ୟ ହରାଇ ଦେଇଥିଲା । ସାମ୍ନା ପଟରେ ବସିଥିବା , ଏକ ଓମ ଟ୍ର।ଭେଲ୍ ମାଲିକ ବାବୁ ଘଟଣା ସ୍ଥଳରେ ରେ ମୃତୁ ହୋଇଛି । ଗାଡି ଡ୍ରାଇଭର କୁ ପୋଲିସ ଅଟକ ରଖିଛି ।