ଆମଭାରତ ( ଭୁବନେଶ୍ୱର ) 1 / 4 :
ବିଜେପିର ୩ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି l
- ଭଦ୍ରକ- ଅଭିମନ୍ୟୁ ସେଠୀ
- ଯାଜପୁର- ଅମିୟ ମଲ୍ଲୀକ
- ମୟୂରଭଞ୍ଜ- ବିଶ୍ୱେଶ୍ୱର ଟୁଡୁ
ବିଜେପିର ୧୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି l
- ଆନନ୍ଦପୁର-ଆଲୋକ ସେଠୀ
- ରାଇରଙ୍ଗପୁର-ନବଚରଣ ମାଝୀ
- ବାଙ୍କୀ-ଶୁଭ୍ରାଂଶୁ ଶେଖର ପାଢ଼ୀ
- ପାଟକୁରା-ବିଜୟ ମହାପାତ୍ର
- ମୋରଡ଼ା-ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର
- ନୀଳଗିରି-ସୁକାନ୍ତ ନାୟକ
- ଭୁବନେଶ୍ବର ଉତ୍ତର-ଅପରାଜିତା ମହାନ୍ତି
- ଆଠମଲ୍ଲିକ-ଭାଗିରଥି ପ୍ରଧାନ
- ମହାକାଳପଡା-ବିଜୟ ପ୍ରଧାନ
- ପୁରୀ-ଜୟନ୍ତ ଷଡ଼ଙ୍ଗୀ
- ଆଠଗଡ଼-ବ୍ରଜେନ୍ଦ୍ର ରାୟ